Advertisment

କେବେ ମଣିଷ ସହ ଲଢ଼େଇ କରି ତ ଆଉ କେବେ ଶିକାରୀ ଗୁଳିରେ ଅକାଳରେ ଚାଲିଯାଉଛି ଗଜରାଜଙ୍କ ଜୀବନ

ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।

Advertisment

ବିଶ୍ୱ ହାତୀ ଦିବସ ଆସିଲେ, ମଣିଷର ମନେପଡ଼େ ସାଥୀଙ୍କ ସୁରକ୍ଷା କଥା। ଚିଡିଆଖାନାରେ ଭଲ ଖାଇବାକୁ ଦିଆଯାଏ। ଫଟୋ ଉଠାଯାଏ। ବାକି ୩୬୪ ଦିନ ନିଜ କଥା ନିଜେ ବୁଝନ୍ତି ହାତୀ। କେବେ ମଣିଷ ସହ ଲଢ଼େଇ କରି ତ ଆଉ କେବେ ଶିକାରୀ ଗୁଳିରେ ଅକାଳରେ ଚାଲିଯାଉଛି ଗଜରାଜଙ୍କ ଜୀବନ। ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।

Advertisment
Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ