Advertisment

ନିର୍ଭିକ ଯୋଦ୍ଧାଙ୍କ ନିଆରା କାହାଣୀ; ହରାଇପାରିନି ପାରିନି କ୍ୟାନସର

ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।

Advertisment

କ୍ୟାନସର... ଏହା କେବଳ ଏକ ରୋଗ ନୁହେଁ, ଏହା ଏକ ଯୁଦ୍ଧ । ଏହି ଜୀବନ ଯୁଦ୍ଧ ଲଢ଼ି ଲଢ଼ି କେତେ ପରିବାର ତଳିତଳାନ୍ତ ହୋଇଯାଉଛନ୍ତି, ତ ଆଉ କାହାକୁ ଅକାଳରେ ହରାଇବାକୁ ପଡ଼ୁଛି ଜୀବନ । ବେଳ ଥାଉ ଥାଉ ଚିହ୍ନଟ ହୋଇନପାରିଲେ, ଏହା ମାରାତ୍ମକ ଦୁରାରୋଗ୍ୟ । ଏସବୁ ସତ୍ତ୍ୱେ, କର୍କଟ ସହ ମୁକାବିଲା କରି କିଏ ଉଦାହରଣ ସୃଷ୍ଟି କରିଛି, ତ ଆଉ କିଏ ପାଇଛି ସାହସିକତା ପୁରସ୍କାର । ଆଜି ବିଶ୍ୱ କର୍କଟ ଦିବସ ଉପଲକ୍ଷେ, ଏଭଳି କିଛି ନିର୍ଭିକ ଯୋଦ୍ଧାଙ୍କ କାହାଣୀକୁ ନେଇ ଓଟିଭିର ଏହି ସ୍ୱତନ୍ତ୍ର ରିପୋର୍ଟ ।

Advertisment
Cancer World Cancer Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ