Last updated: 16 August 2023, 09:14 AM IST
୪ର୍ଥୀ ଦିନ ଫୋନ୍ ଆସିଲା...ସୀମାରେ ଚାଇନା ସହ ଯୁଦ୍ଧ ହେଲାଣି ତୁରନ୍ତ ଆସ । ବାହାଘରକୁ ମାତ୍ର ୪ ଦିନ ହୋଇଛି । ବାସର ରାତିରେ ସ୍ତ୍ରୀଙ୍କୁ କଥା ଦେଇଥିଲେ ବ୍ୟସ୍ତ ହେବୁନି, ମୁଁ ଜଲଦି ଫେରିଆସିବି । ଏହାରି ଭିତରେ ୬୧ ବର୍ଷ ବିତିଗଲା ପଛେ ଘରକୁ ସେ ଫେରିଲେ ନାହିଁ । ସ୍ୱାମୀଙ୍କ ଫେରିବା ବାଟକୁ ଆଜି ବି ଚାହିଁ ବସିଛି ସ୍ତ୍ରୀ