Nude Dance
Advertisment
ଭଦ୍ରକରେ ଚାଲୁଥିଲା ଯାତ୍ରା। ଯାତ୍ରାରେ ଖଚାଖଚ୍ ଭିଡ଼। ହେଲେ ଭିଡ଼ ଘଟିଲା ଅଘଟଣ। ଜଣେ ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଜୋତା। ଆଉ ତା ପରେ ପେଣ୍ଡାଲ ଉପରକୁ ଉଠି ଗର୍ଜିଲେ। ଯାତ୍ରା କିଛି ସମୟ ପାଇଁ ବନ୍ଦ ହେଲା। ହେଲେ ଏହା ମୂଳ କାରଣ ହେଉଛି ଯାତ୍ରାରେ ନଗ୍ନତା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us