Last updated: 19 January 2024, 10:27 AM IST
ଉପରୁ ତଳ ଯୁଆଡ଼େ ଦେଖିଲେ, ସରକାରୀ ଫମାର୍ଟରେ ଲେଖାଯାଇଛି..ପୂରା ସେମ୍-ଟୁ-ସେମ୍.. ଓଡିଶା ସରକାରଙ୍କ ଲୋଗୋ ବି ଦବଦବ ଦେଖାଯାଉଛି..ଦ୍ୱିତୀୟ ପୃଷ୍ଠାରେ ଯାହା ଯେମିତି ମେମୋ ହେବା କଥା, ସବୁ ଅଛି.. ଅଧିକାରୀଙ୍କ ଅସଲି ଦସ୍ତଖତ ବି ରହିଛି.. ୟାକୁ ଦେଖିଲେ ଜାଣିଲେ ଶୁଣିଲା ଲୋକ ବି ଚକମା ଖାଇଯିବେ ଆଉ ଭାବିବେ ଅସଲି ସରକାରୀ ନିଯୁକ୍ତି ପତ୍ର ବୋଲି.. କିନ୍ତୁ ଏହା ହେଉଛି ସମ୍ପୂର୍ଣ୍ଣ ଜାଲି..