By: Swadesi Megha Mallhar Prusty
Last updated: 08 January 2024, 12:01 PM IST
#ପୁଅର_ସ୍ମୃତିରେ_ମାଆ_ତୋଳିଲା_ମନ୍ଦିର
ବିଧିର ବିଧାନ ଆଗରେ ନିରୁପାୟ ଗୋଟିଏ ମାଆ । ଅନ୍ତ ଫାଡ଼ି ଜନ୍ମକଲା ପୁଅକୁ ବା ସେ କେମିତି ଭୁଲି ପାରିବ । ସେଇଥିପାଇଁ ପୁଅର ସ୍ମୃତି ଉଦ୍ଦେଶ୍ୟରେ ତିଆରି କରିଛନ୍ତି ଏହି ମନ୍ଦିର । ଆଉ ଏମିତି ନିଜ ଗେଲ୍ଲା ପୁଅକୁ ମନେ ପକାଉଛନ୍ତି ।