Advertisment

ଦିନେ ଅଟୋ ଚଳାଇ ପରିବାର ପୋଷୁଥିଲେ...ଏବେ କିଡନୀ ଖରାପ ହେବା ପରେ ଭୋକ ଉପାସରେ ସ୍ତ୍ରୀ ଓ ପିଲା

ଦିନେ ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍‌ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା ସମୁଦ୍ରକୁ ଶଙ୍ଖେ...ସାହାଯ୍ୟ ମିଳିଲେ ଭଲ ହେବେ ମନୋଜ

Advertisment

ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍‌ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା ସମୁଦ୍ରକୁ ଶଙ୍ଖେ...ସାହାଯ୍ୟ ମିଳିଲେ ଭଲ ହେବେ ମନୋଜ

Advertisment
Apana Eka Nuhanti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ