By: Swadesi Megha Mallhar Prusty
Last updated: 29 January 2024, 09:48 AM IST
ଶିମିଳିପାଳକୁ କ ଜାତୀୟ ଉଦ୍ୟାନ ମାନ୍ୟତା କେବେ। ଜାତୀୟ ଉଦ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପକ୍ଷରୁ ଗତ ଜାନୁଆରୀ ୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯିବା ପରେ କୁହାଯାଉଛି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ହସ୍ତକ୍ଷେପ ପରେ ଏହି ବିଜ୍ଞପ୍ତି କୁ ପୁଣି ସ୍ଥଗିତ କରାଯାଇଛି। ପରିବେଶ ବିତ କହଲେ ଜାତୀୟ ଉଦ୍ୟାନ ନିହାତି ଆବଶ୍ୟକ।