Advertisment

ଘାଟିରେ ଜଗିଛି ଯମ...

ଇଏ ହେଉଛି ପ୍ରାକୃତିକ ଶୋଭାରାଜି ଭରା ତପ୍ତପାଣି ଘାଟି... ଗଞ୍ଜାମ ଗଜପତି ସୀମାନ୍ତ ପାହାଡ଼ର ପାଦ ଦେଶରେ ରହିଥିବା ଏହି ଘାଟି ଦେଇ ଦିନକୁ ହଜାର ହଜାର ଯାନବାହନ ଚଳାଚଳ ହୋଇଥାଏ। ଏ ଘାଟି ଅଞ୍ଚଳରେ ଯାତ୍ରା କରିବା ଯେତିକି ମନୋରମ ସେତିକି ଭୟାବହ... କାରଣ ଏଇ ରାସ୍ତାରେ ଜଗି ରହିଥାଏ ମୃତ୍ୟୁ ରୂପୀ ଯମ... ସଡ଼କ ଦୁର୍ଘଟଣାର ମରଣ ଯନ୍ତା ବସେଇ...

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ