By: Tanmay Kumar Mahalik
Last updated: 29 April 2023, 01:39 PM IST
ଯୋଜନା ନାଁକୁ ମାତ୍ର । ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ଗାଁରେ ମିଳୁନି ପିଇବା ପାଣି । ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ ।