Advertisment

ମା’ କୋଳକୁ ଫେରିଲା ପାତିଛୁଆ

ମା’ ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି । ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି । ମା’ ମନ ବୁଝୁନି ତାର...

Advertisment

ମା’ ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି। ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି। ମା’ ମନ ବୁଝୁନି ତାର। ନିଜ ଛୁଆକୁ ମୋବାଇଲରେ ଚୁମ୍ମା ଦେଉଛି। ଗେଲ କରିପକାଉଛି। ଏ ଚିତ୍ର କେବଳ ବିରହର କଥା କହୁଛି।

Advertisment
Puri Monkeys
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ