""
ବିବିଧ Videos ପିଲାଙ୍କ ସୁରକ୍ଷା ପାଇଁ ମା’ ହଂସ ଡେଣାରେ ଘର ମା’... ଏ ବି ଗୋଟିଏ ମା’ । ଯେମିତି ସୁନ୍ଦର, ସେମିତି ତା’ ସ୍ପର୍ଶ ବି । ଦର୍ଶକବନ୍ଧୁ ଆମ ପାଖରେ ଏ ମା’ ହଂସଟିର ସେମିତି ଅଧିକ କିଛି ଭିଡିଓ ନାହିଁ । ତଥାପି ମାତ୍ର ଏଇ କିଛି ସେକେଣ୍ଡର ଭିଡିଓ ଯେମିତି ମା’ର କର୍ତ୍ତବ୍ୟକୁ ଗୋଟି ଗୋଟି କରି ବର୍ଣ୍ଣନା କରୁଛି । 05 Aug 2024 16:24 ISTPallipuspa Samal Follow Usviral VideoAdvertisment Read More Viral Video