By: Pallipuspa Samal
Last updated: 05 July 2024, 10:52 AM IST
ଏମାନେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ । ଏମାନଙ୍କ ଭିତରେ କେତେ ଯେ, ଭଲପାଇବା ରହିଛି ଏହି ହସ୍ପିଟାଲ ବେଡ ହିଁ କହିଦେଉଛି । ନିଜ ପତ୍ନୀଙ୍କୁ ପାଗଳ ପରି ଭଲ ପାଉଥିବା ଏ ସ୍ବାମୀଙ୍କୁ ଥରେ ଦେଖନ୍ତୁ…