Advertisment

ଶିକ୍ଷକତାକୁ ବ୍ରତ କରିଥିଲେ ଅଭିରାମ ସାହୁ

ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡାରେ ଶିକ୍ଷାର ବିକାଶ ପାଇଁ ଅଭିରାମ ଅହରହ ଉଦ୍ୟମ କରିଚାଲିଥିଲେ ।

Advertisment

ନିଜ ଗାଁ ଧାମନପୁରରେ ପ୍ରଥମେ ଏକ ଏମ.ଇ ସ୍କୁଲ ପ୍ରତିଷ୍ଠା କରିଥିଲେ । ସେଠାରୁ ଆରମ୍ଭ ହୋଇଥିଲା ଶିକ୍ଷକତା । ପରେ ନିଜ ଜାଗାରେ ଆରମ୍ଭ କରିଥିଲେ ଏକ ହାଇସ୍କୁଲ । ନିଜେ ସମ୍ପାଦକ ରହି ସ୍କୁଲର ବିକାଶ କରିଥିଲେ । ଏବେ ଦୁଇଟି ଯାକ ସ୍କୁଲ ସରକାରୀ ମାନ୍ୟତା ପାଇସାରିଛି । ତଥାପି ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡାରେ ଶିକ୍ଷାର ବିକାଶ ପାଇଁ ଅଭିରାମ ଅହରହ ଉଦ୍ୟମ କରିଚାଲିଥିଲେ ।

Advertisment
Teachers Farewell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ