Marriage
Advertisment
#ବର_ଅଶ୍ୱତ୍ଥ_ବିବାହ
ସଜା ହୋଇଛି ବାହା ବେଦୀ... ବାଜୁଛି ସାହାନାଇ । ବରଯାତ୍ରୀ ବସିଛନ୍ତି ଆଉ ଢୋଲ ମହୁରୀ ବି ଖଣ୍ଡମଣ୍ଡଳ ଦୁଲୁକାଉଛି । ବେଦୀରେ ପାନ ଗୁଆ ଥୋଇ ବ୍ରାହ୍ମଣ ମନ୍ତ୍ର ପଢ଼ିଲାଣି । ପୁଣି ଭୋଜି ଭାତ ପାଇଁ ଚାଲିଛି ମହାଆଡ଼ମ୍ବରରେ ଆୟୋଜନ । ବୋଧହୁଏ କାହା ବାହାଘର ପାଇଁ ଏ ଆୟୋଜନ । ହେଲେ ଏଠି ମଣିଷର ନୁହଁ, ଲୁପ୍ତପ୍ରାୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ହେଉଛି ବାହାଘର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us