Advertisment

କଥା କହୁଛି ଆଖି, ଭାଷା ବୁଝୁଛି ମନ

ଏଠି ଶବ୍ଦର ଆବଶ୍ୟକତା ନାହିଁ... କି ନାହିଁ ଭାଷାର ପ୍ରୟୋଜନ। ଠାରରେ ଠାରରେ... 'ନିଶବ୍ଦ' ଏ ପ୍ରେମ...। ଓଠ ନୁହେଁ, ଏଠି କଥା କହୁଛି ଆଖି... ଇସାରା ଇସାରାରେ ଚାଲିଛି ଭାବ ଦିଆନିଆ।

Advertisment

କଥାରେ ଅଛି- ପ୍ରେମ କାଳେ ଅଢ଼େଇ ଅକ୍ଷର। ହେଲେ ଏହି ଅଢ଼େଇ ଅକ୍ଷରକୁ ମନର ମଣିଷ ଆଗରେ ବଖାଣିବା ପାଇଁ କେତେବେଳେ ଶବ୍ଦକୋଷ ବି ନିଅଣ୍ଟ ପଡ଼େ, ତ ଆଉ କେତେବେଳେ ବିନା କୌଣସି ଶବ୍ଦରେ ବି ଯୋଡ଼ି ହୋଇଯାଏ ଦୁଇଟି ହୃଦୟ। ଏଇ ଯେମିତି ନୂଆପଡ଼ା ଖଡ଼ିଆଳ ଅଞ୍ଚଳର ନିଆରା ପ୍ରେମୀ ଯୁଗଳ, ଏବେ ନବଦଂପତି। ପରସ୍ପର ସହ ପଦୁଟିଏ କଥା ହୋଇ ପାରୁନଥିଲେ ବି, ପ୍ରେମର ବାଜିରେ ସେମାନେ ଚର୍ଚ୍ଚିତ ବିଜେତା।

Advertisment
Love Marriage Valentine's Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ