""
ବିବିଧ Videos ୟୁପିଏସସିରେ ସଫଳତା ପରେ ଟେକିନେଲେ ବନ୍ଧୁ ସ୍ୱପ୍ନ ଯଦି ସତ ହୁଏ ତେବେ ଜଣେ କେତେ ଖୁସି ହୁଅନ୍ତି । ନିଜର ଖୁସିକୁ କେମିତି ଜାହିର କରନ୍ତି । ଆଉ ଇଏ ହେଉଛି ସେହି ଦୃଶ୍ୟ । ନିଜର ସଫଳତା ପରେ ନିଜର ସହ କର୍ମୀଙ୍କ ସହ ଖୁସିର ଦୃଶ୍ୟ । 17 Apr 2024 13:08 ISTPallipuspa Samal Follow UsUPSC Civil ServicesAdvertisment Read More UPSC Civil Services