Advertisment

ପେଟରେ ପୁଅ ଥିଲା, ଝିଅ ଭାବି ହାଣିଦେଲା ବାପା

ଗର୍ଭବତୀ ସ୍ତ୍ରୀ ପେଟକୁ ସ୍ୱାମୀ ମାରିଲା ଫାର୍ସା ଚୋଟ । ୮ମାସ ଗର୍ଭବତୀ ସ୍ତ୍ରୀ ପେଟରେ ପୁଅ ଅଛି ନା ଝିଅ ? ଜୀଅନ୍ତା ସ୍ତ୍ରୀକୁ କଲବଲ କଲା... ପିଲା କାଢି ଟିକନିଖ୍କରି ଦେଖିଲା । ସ୍ତ୍ରୀ ସିନା ଛଟପଟ ହେଉଥିଲା, ହେଲେ ଆଖି ବୁଜିସାରିଥିଲା ମା’ ଗର୍ଭରେ ଥିବା ପୁତ୍ର ସନ୍ତାନ ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ