ଭାଇ ଅଛି ଯାହାର, ତାକୁ ଡର କାହାର? ୨୫ ବର୍ଷ ହେଲାଣି ମାନସିକ ଅନଗ୍ରସର ଭାଇର ସେବା କରୁଛି ମୁକ ଭାଇ । ଗାଳିଦେଲେ ଖାଇବାକୁ ଦେଉଛି, ମାଡି ମାରିଲେ ଆଉଁସି ଦେଉଛି