MLA Bijay Shankar Das
Advertisment
ମହଙ୍ଗା ପଡିଲା ପ୍ରେମ ସଂପର୍କ। ଧୋକା ଖାଇବା ପରେ ବିଜେଡି ବିଧାୟକଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲେ ପ୍ରେମିକା। ବାରମ୍ବାର ଦଉଡିବା ପରେ ବି ମାମଲା ରଖୁନଥିଲା ପୋଲିସ୍। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ମାମଲା ରଖିଲେ ଆଇଆଇସି। ପ୍ରେମିକାଙ୍କ ମାମଲାରେ ବନ୍ଧା ହେବେ କି ବିଧାୟକ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us