Advertisment

ମନ୍ଦିରର ଶୋଭା ବଢ଼ାଉଛି ଗାର୍ଡେନ

ଏହି ଉଦ୍ୟାନରେ ରହିଛି ବିଭିନ୍ନ ପ୍ରଜାତିର ଭଳିକି ଭଳି ଗୋଲାପ, ଜିନିଆ, ଡାଲିଆ, ଗେଣ୍ଡୁ ଫୁଲ ଗଛ ସହିତ ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ସୋ ଗଛ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଗରଦ ପୁର ବ୍ଲକ ଧାନମଣ୍ଡଳ ଗାଁ ଯେମିତି ସହର ସହର ଲାଗୁଛି। ମନ୍ଦିର ପରିବେଶରେ ପାର୍କ କୁ ଦେଖିଲେ ଛାଡ଼ି ଜୀବକୁ ମନ ହେଉନି କାହିଁକି ନା ରଙ୍ଗ ବେରଙ୍ଗର ବିଭିନ୍ନ ଫୁଲର ସମ୍ଭାର ସହିତ ବିଭିନ୍ନ ଦେବା ଦେବୀଙ୍କ ମୃତ୍ତି ଓ ହାତୀ,ଘୋଡ଼ା, ଜିରାଫ,ଯେବ୍ରା ଓ ବଣମଣିଷ ର ବିଭିନ୍ନ ପ୍ରକାରର ପ୍ରତିକୃତି। ଏହି ଉଦ୍ୟାନରେ ରହିଛି ବିଭିନ୍ନ ପ୍ରଜାତିର ଭଳିକି ଭଳି ଗୋଲାପ, ଜିନିଆ, ଡାଲିଆ, ଗେଣ୍ଡୁ ଫୁଲ ଗଛ ସହିତ ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ସୋ ଗଛ। 

Advertisment
Odisha Kendrapara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ