By: Pallipuspa Samal
Last updated: 11 May 2023, 02:15 PM IST
ଜଗତସିଂହପୁରର ଧଳତଙ୍ଗ ଗଡ଼ ଜଙ୍ଗଲ । ପୌରାଣିକ କଥାବସ୍ତୁ ସହ ଜଡ଼ିତ ଏହି ଘଞ୍ଚ ଜଙ୍ଗଲ ସତେ ଯେମିତି ପ୍ରକୃତିର ଏକ ବଡ଼ ଉପହାର । ୨୭୯ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଜଙ୍ଗଲ ପୁରାଣ ବର୍ଣ୍ଣିତ ଧୃବଙ୍କ ତପସ୍ୟା ସ୍ଥଳ ଭାବେ ପରିଚିତ ଏବେ ଏହାକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାକୁ ଦାବି ଉଠିଛି...