Advertisment

ଗଜପତି ମହାରାଜାଙ୍କ ଚାରି ଯଜ୍ଞ ପରିକଳ୍ପନା,ଶ୍ରୀମନ୍ଦିର ଚାରିପଟେ ଆଧ୍ୟାତ୍ମିକ ପରିବେଶ ଉପରେ ଗୁରୁତ୍ୱ

ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ , ସାଧୁ ସନ୍ଥଙ୍କ ଠାରୁ ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମ

Advertisment

କେବଳ ଟଏଲେଟ୍ କି କ୍ଲକ ରୁମ୍ ନିର୍ମାଣରେ ସୀମିତ ନରହୁ ଶ୍ରୀମନ୍ଦିର ଐତିହ୍ୟକରିଡର ପ୍ରକଳ୍ପ । ବରଂ ଭକ୍ତଙ୍କୁ ସୁଲଭ ଦରରେ ମହାପ୍ରସାଦ ଯୋଗାଣ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧାତ୍ମିକ ପରିବେଶ ସୃଷ୍ଟି ପାଇଁ ହେଉ ସନାତନ ଧର୍ମର ଚାରି ଯଜ୍ଞର ବ୍ୟବସ୍ଥା । ଏଭଳି ଅଭିନବ ପରିକଳ୍ପନା ବିଷୟରେ ପ୍ରସ୍ତାବ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି ଅବଗତ କରାଇଥିବା ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

Advertisment
Puri Mahaprasad Gajapati Maharaja Dibyasingha Deb
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ