""
ବିବିଧ Videos ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଲା ଗଛ ଲଗାଇବା ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଲା ଗଛ ଲଗାଇବା l ବିଦ୍ୟାଳୟର ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଇ ସ୍ଥାନୀୟ ଅଂଚଳରେ ଗଛ ଶିକ୍ଷକ ଭାବେ ସେ ବେଶ ପରିଚିତ l ସେ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ଶିକ୍ଷା ସାଧନ କେନ୍ଦ୍ରର ସଂଯୋଜକ ଅନ୍ତର୍ଯ୍ୟାମୀ ବେଜ୍ 03 Apr 2023 12:14 ISTPallipuspa Samal Follow UsTeacher’s interest towards plantingAdvertisment Read More Tree Man