Unique Teacher
Advertisment
ଚାଲିଛି ପାଠ ପଢା... ତିନୋଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ଯାଏଁ ଛାତ୍ରଛାତ୍ରୀ ପଢୁଛନ୍ତି.... ହେଲେ ଦର୍ଶକବନ୍ଧୁ ଏ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ ଶ୍ରେଣୀ ଗୃହ ଭିତର ଓ ବାହାରେ ଛତାର ସମ୍ଭାର..... ରଙ୍ଗ ବେରଙ୍ଗର ଛତା.... ଶ୍ରେଣୀ ଗୃହ ମଧ୍ୟରେ ରହିଛି କଳାପଟା ସହ ପୁରୁଣା ଟିଭି..... ହେଲେ ଏ ସବୁ କଣ ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଥିବ... ଏ ସବୁ ହିଁ ଛାତ୍ର ଛାତ୍ରୀଙ୍କ ପାଠ ପଢା ମାଧ୍ୟମ ଯାହାକି ଶିକ୍ଷକ ଛତା ମାଧ୍ୟମରେ ପଢ଼ାଉଛନ୍ତି.... ସାର୍ କାହୁଁ ଚରଣ ବେହେରା। ଏ ବିଦ୍ୟାଳୟଟି ହେଉଛି କୋରାପୁଟ ଜିଲ୍ଲା ବୈଇପାରୀଗୁଡ଼ା ବ୍ଲକ ଗୁଣ୍ଟାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us