ବାହାଘରିଆ ଭୋଜିଭାତ ହେଉ କି କୌଣସି ହୋଟେଲ୍, ଆପଣ ଚିକେନ୍ ପତ୍ରପୋଡ଼ା ଖାଇଥିବେ। ହେଲେ ଘରେ କରି କେବେ ଖାଇଛନ୍ତି? ନିଜ ଘରେ ଗ୍ୟାସରେ କେମିତି ଚିକେନ୍ ପତ୍ରପୋଡ଼ା କରି ଖାଇବେ ଚାଲନ୍ତୁ ଦେଖିବା। ଆଜି ଏ ସୁଆଦିଆ ଆଇଟମ୍ ଟି ଆମକୁ ଶିଖାଇବେ ବନ୍ଦନା ଅପା