By: Pallipuspa Samal
Last updated: 15 May 2022, 11:39 AM IST
ଭାରି ସୁଆଦିଆ ମାଛ ଆମ୍ବିଳ। ଟିକିଏ କଟା ପିଆଜ, ବଟା ଅଦା ଓ ରସୁଣ ପେଷ୍ଟ ଦେଇ ତେନ୍ତୁଳି ଛୁଙ୍କ ମାରନ୍ତୁ। ଚାହୁଁ ଚାହୁଁ ତିଆରି ହୋଇଯିବ ଏହି ସୁଆଦିଆ ଖାଇବା...