By: Pallipuspa Samal
Last updated: 28 August 2022, 11:54 AM IST
କଖାରୁ ପିଠା କେବେ ଖାଇଛନ୍ତି କି? ଯଦି ନା, ତେବେ ଏବେ ସାଙ୍ଗେ ସାଙ୍ଗେ କରନ୍ତୁ ପିଠା। କଖାରୁ କୋରାରୁ ଗୁଡ, ଗୁଜୁରାତି ଦେଇ ପାଗ କରନ୍ତୁ। ପରେ ଅଟା ଦେଇ କଡେଇରେ ଏମିତି ଛାଣନ୍ତୁ କଖାରୁ ପିଠା। ଓଃ ଏ ବର୍ଷା ପାଗରେ ଖାଇକି ଥରେ ଖାଲି ଦେଖନ୍ତୁ..ପରେ....