By: Pallipuspa Samal
Last updated: 20 June 2022, 01:48 PM IST
ଭାରି ସୁଆଦିଆ ଛତୁ ପୁର ଗୋଟା ବାଇଗଣ? କଟା ଆଳୁ, କଟା ପିଆଜ, କଂଚା ଲଙ୍କା...ଅଦା ରସୁଣ ଆଉ ଟିକିଏ ହଳଦୀ ଗୁଣ୍ଡ ଦେଇ ଏମିତି ତିଆରି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି...