""
ବିବିଧ Videos ବାପା ମାଆଙ୍କ ସୁନା ଝିଅ ସୃତି ମୋ ଝିଅକୁ ମୁଁ ପାଠ ପଢ଼ା ପାଇଁ କେବେ ବାଧ୍ୟ କରେନି। ସେ ଯାହା ପଢ଼େ ତା ଖୁସିରେ ପଢ଼େ, ସେ କେବେ ମତେ କୌଣସି ଜିନିଷ ପାଇଁ ବାଧ୍ୟ କରେନି। ତାକୁ ଯେତିକି ମିଳେ ସେ ସେତିକିରେ ସନ୍ତୁଷ୍ଟ ହୁଏ। ଆଜି ତା ସଫଳତାରେ ଆମେ ପରିଚିତ। 28 May 2024 13:15 ISTPallipuspa Samal Follow Us10th Topper Shruti PandaAdvertisment Read More 10th Exam