ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ଥିବା ରେଙ୍ଗାଲି ପଞ୍ଚୁ ଗାଁର ଏହି ସ୍କୁଲର କଥା କହିଲେ ନସରେ । ଛାତ୍ରଛାତ୍ରୀ ଅଭାବରୁ ସରକାର ୨୦୧୯ରେ ସ୍କୁଲ ଭାଙ୍ଗିଦେଲେ । ଫଳରେ ପାଠପଢ଼ିବାକୁ କୁନିକୁନି ପିଲାଙ୍କୁ ୨ କିଲୋମିଟର ଦୂର ଯିବାକୁ ପଡ଼ିଲା । ଆଉ ୨୦୨୩ରେ ପିଲାଙ୍କ ସଂଖ୍ୟା ବଢ଼ିବାରୁ ସ୍କୁଲ ଖୋଲିବାକୁ ଗୁହାରି କରିଥିଲେ ଗ୍ରାମବାସୀ । ହେଲେ ବାରମ୍ବାର ଗୁହାରି କରିବା ପରେ ବି କେହି କର୍ଣ୍ଣପାତ କରିନଥିଲେ ।