Advertisment

ସେବାୟତଙ୍କ ଚେତାବନୀ- ମରିବୁ ପଛେ ଆଉ ଜାଗା ଛାଡ଼ିବୁନି

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ। ପ୍ରଥମରୁ ଡିଜାଇନ୍ ଓ ଗଭୀର ଖନନକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାବେଳେ ଏବେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ବାହାରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲାଣି ବିବାଦ।

Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ। ପ୍ରଥମରୁ ଡିଜାଇନ୍ ଓ ଗଭୀର ଖନନକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାବେଳେ ଏବେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ବାହାରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲାଣି ବିବାଦ। ଅନଭିଜ୍ଞ ସଂସ୍ଥାଙ୍କ ଅପରିଣାମ ଦର୍ଶିତା ଯୋଗୁଁ ଶହ ଶହ କୋଟି ଟଙ୍କା ପାଣିରେ ପଡ଼ିବା ଭଳି ସ୍ଥିତି ଉପୁଜିଥିବା ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ବଢୁଥିବା କହିଛନ୍ତି ପ୍ରକଳ୍ପ ବିପକ୍ଷବାଦୀ ଓ ଐତିହ୍ୟ ଗବେଷକ। 

Advertisment
Jagannath Temple Heritage Corridor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ