By: Pallipuspa Samal
Last updated: 11 October 2022, 01:27 PM IST
ପାଳି ସରିଗଲା ବୋଲି ରୋଗୀଣା ମାଆକୁ ଆଣି ସାନ ମଝିଆ ଭାଇ ଦୁଆରେ ଶୁଆଇଦେଲେ । ଦାଣ୍ଡରେ ଭାଇକୁ ଘୋଷାଡି ପିଟିଲେ ଆଉ ତା ସ୍ତ୍ରୀକୁ ଜୀବନରୁ ପାରିଦେଲେ । ବେଳେ ବେଳେ ପାରିବାରିକ କହଳ କେତେ ଉଗ୍ର ରୂପ ନେଇ ପାରେ , ଶେଷରେ ଜନ୍ମକଲା ମାଆବି ସେଥିରୁ ବର୍ତ୍ତିଲାନି