Harischandra Sahayata Yojana Scam
Advertisment
ଜୀଇଁ ଥାଉ ଥାଉ ୧୧ ଜଣଙ୍କ ଦାହ ସଂସ୍କାର କରି ହରଣଚାଲ୍ କରିଦେଲେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା। ଜଣେ କି ଦୁଇ ଜଣ ନୁହଁନ୍ତି, ୧୧ ଜଣଙ୍କୁ ମୃତ ଦର୍ଶାଇ ଟଙ୍କା ଗୋଲ୍ କରିଦେଲେ। ଏବେ ସବୁ ଧରାପଡ଼ିବା ପରେ ବଞ୍ଚିଥିବା ଲୋକଙ୍କ ରାଗ ପଞ୍ଚମରେ। ଏଭଳି କାଣ୍ଡ କରିଥିବା ଲୋକଙ୍କୁ କିଏ କହୁଛି ଜୀଅନ୍ତା ଜାଳିଦେବାକୁ ତ ଆଉ କିଏ କହୁଛି କଠୋର ଶାସ୍ତି ଦେବାକୁ। ରୋଚକ କଥା ହେଉଛି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-ପିଇଓ କହୁଛନ୍ତି, ମୋର ଆଇଡ଼ି ଆଉ ପାସଓ୍ବାର୍ଡକୁ ବ୍ୟବହାର କରି କିଏ ଏଭଳି କରିଥାଇପାରେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us