By: Pallipuspa Samal
Last updated: 02 July 2024, 08:36 PM IST
ବଦଳୁଛି ଓଡ଼ିଆଙ୍କ ଖାଦ୍ୟ ରୁଚି । ପିଠା ନୁହେଁ ପିଜା ବର୍ଗରକୁ ପସନ୍ଦ କରୁଛନ୍ତି ଲୋକେ । ବର୍ତ୍ତମାନ ଓଡ଼ିଆ ଖାଦ୍ୟକୁ କବଳିତ କଲାଣି ଫାଷ୍ଟଫୁଡ୍ । ପିଠାର ସ୍ଥାନ ନେବାକୁ ବସିଛି ପିଜା, ବର୍ଗର, ମୋମୋ । ଯାହାଫଳରେ ଓଡ଼ିଶାରୁ ବର୍ତ୍ତମାନ ପିଠା ସଂସ୍କୃତି ହଜିବାକୁ ବସିଲାଣି ।