ଏଥର ଦୁର୍ନୀତି ପାଇଁ ନୁହେଁ ବରଂ ଦରଦାମ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନ ମାନର ମଧ୍ୟାହ୍ନ ଭୋଜନ । ମହଙ୍ଗା ମାଡ଼ ପଡିଛି ମିଡ୍‌ ଡେ ମିଲ୍ ଉପରେ । ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଉ ଥିବା ବିଭିନ୍ନ ଏନ୍‌ଜିଓ ବି ନୟାନ୍ତ ହୋଇଗଲେଣି । ଏଭଳି ସ୍ଥିତିରେ ପିଲାଙ୍କୁ କିପରି ମିଳିବ ପୁଷ୍ଟିକର ଖାଦ୍ୟ ତାକୁ ନେଇ ଚିନ୍ତା ।