Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାରି ଆଡୁ ବିରୋଧ

ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ସୁପ୍ରିମ୍‌କୋର୍ଟରେ କେଶ୍ ଫାଇଲ୍ କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାରି ଆଡୁ ବିରୋଧ । ରାଜନୈତିକ ଦଳଠୁ ନେଇ ସାମାଜିକ ସଙ୍ଗଠନ, କିଛି ଆଇନଜୀବୀ, ଐତିହାସିକ, ଗବେଷକ, ଏମିତିକି ଜଗଦ୍‌ଗୁରୁ ଶଙ୍କାରାଚାର୍ଯ୍ୟ ବି । ହେଲେ ତା ସତ୍ତ୍ୱେ ବି ନିୟମକୁ ଜଳାଞ୍ଜଳି ଦେଇ ଶ୍ରୀମନ୍ଦିର ଚାରିପାଖେ ଜୋର୍‌ସୋର୍‌ରେ ଚାଲିଛି ନିର୍ମାଣ । ଆଉ ଏହି ଭିତରେ ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ସୁପ୍ରିମ୍‌କୋର୍ଟରେ କେଶ୍ ଫାଇଲ୍ କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

Advertisment
Srimandir Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ