Advertisment

ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ଭିତରେ ଲୁଚିଛି ଲୋମଟାଙ୍କୁରା କାହାଣୀ

ଯେଉଁ ବୋରୱେଲ୍ ଭିତରେ ରାହୁଲ ପଡ଼ିଯାଇଥିଲା, ଖୋଳା ଯାଉଥିବା ସମୟରେ ସେ ଗାଁରେ ହିଁ ନଥିଲା

Advertisment

ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ୧୦୪ ଘଣ୍ଟାର ଅପରେସନ ଭିତରେ ଲୁଚିଛି ଲୋମଟାଙ୍କୁରା କାହାଣୀ । ଅପରେସନର ଶେଷ ପର୍ଯ୍ୟାୟରେ ନିଆଯାଇଥିଲା ଦେଶୀ ଯୁଗାଡ଼ର ସାହାଯ୍ୟ । କେମିତି ଆଇଡିଆ କାମ ଦେଲା, ଜାଞ୍ଜଗିରି-ଚାମ୍ପା ଜିଲ୍ଲାପାଳଙ୍କ କଥା ଶୁଣିଲେ ସମସ୍ତେ ‌ଆଶ୍ଚର୍ଯ୍ୟ ହେବେ । ସେପଟେ ଯେଉଁ ବୋରୱେଲ୍ ଭିତରେ ରାହୁଲ ପଡ଼ିଯାଇଥିଲା, ଖୋଳା ଯାଉଥିବା ସମୟରେ ସେ ଗାଁରେ ହିଁ ନଥିଲା ।

Advertisment
Pray For Rahul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ