Power Cuts
Advertisment
ଦୁଃଖକୁ ଦ୍ୱିଗୁଣିତ କରୁଛି ଅଘୋଷିତ ବିଜୁଳି କାଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ସ୍ଥିତି । ବିଜୁଳିର ଲୁଚକାଳି ଖେଳ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏହାକୁ ନେଇ ଆଜି ଉଦ୍ବେଗ ପ୍ରକାଶ କରିଛି ବିଧାନସଭାର ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି । ସେଥିପାଇଁ ବିଜୁଳି କାଟ୍ ହେଉଛି । ହେଲେ ଏଣିକି କେବଳ ସକାଳ ସମୟରେ ମେଣ୍ଟେନାନ୍ସ କରାଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us