ଅଦ୍ୟତନ ହୋଇଛି
Special Story | Indian Army Jawan Turns Farmer At Home - OTV Special Report
Advertisment
ଦୁଇ ସାଙ୍ଗ ପିଲାଦିନୁ କବାଡ଼ି ଖେଳୁଥିଲେ। ସେଥିରେ ନାଁ ମଧ୍ୟ କରିଛନ୍ତି। ଏବେ ଜଣେ ଓଡ଼ିଶା କବାଡି ଟିମ୍ର କୋଚ। ଆଉ ଜଣେ ଭାରତୀୟ ସେନାରେ ଯବାନ୍। ଖାଲି ସେତିକି ନୁହେଁ, ଏ ଦୁଇ ସାଙ୍ଗ ଏବେ ଚାଷ ପାଇଁ ଫେମସ୍। ଜମିରେ ଫଳେଇଛନ୍ତି ସୁନାର ଫସଲ। ଚାଲନ୍ତୁ ଭେଟିବା ରାଉରକେଲାରେ ଏହି ଦୁଇ ବନ୍ଧୁଙ୍କୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us