""
ବିବିଧ Videos ମାନସିକ ପୁଅ ପାଇଁ...ଲାଗିବ ୫୪ ବରଗଛ ସମସ୍ତଙ୍କ ହାତରେ ଗଛ ଆଉ ତାରଜାଲି । ଫାଙ୍କା ସ୍ଥାନ ଦେଖି ଗଛ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସମସ୍ତେ । ଇଏ ହେଉଛନ୍ତି ଭୁବନେଶ୍ବରର ରବିନ୍ଦ୍ର ଦାସ । ଏକ ବ୍ୟାଙ୍କର ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀ । ସେ ବି ଗଛ ଲାଗାଇବାକୁ ଯୁବକ ଓ ପିଲାମାନଙ୍କ ସହ ଅଣ୍ଟା ଭିଡିଛନ୍ତି । ଆଉ ଏ ଗଛ ଲଗାଇବା ଫଛର ଉଦ୍ଦେଶ୍ୟ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଶୁଣନ୍ତୁ... 04 Jul 2024 11:26 ISTPallipuspa Samal Follow UsMan Plants 54 Peepal and Banyan TreesAdvertisment Read More Plants