accident Patnagarh
Advertisment
ରାସ୍ତାରେ ଛକିଥିଲା ଯମ। ପିଲାଟି ଦିନରୁ ଗୋଟିଏ ସ୍କୁଲରେ ପଢିଛନ୍ତି, ଗୋଟିଏ ଥାଳିରେ ଭାତ ବି ଖାଇଛନ୍ତି। ଏକା ସାଙ୍ଗରେ ସରକାରୀ ଚାକିରି ବି କଲେ। ବାହାଘରକୁ ଯାଉଯାଉ ଅଧା ରାସ୍ତାରେ ଚାପି ଦେଲା ବସ୍। ଏବେ ସାଙ୍ଗ ହୋଇ ଚାଲିଗଲେ ଏଇ ଦୁଇ ସାଙ୍ଗ