Advertisment

ବିକ୍ଷୋଭ.. ନାରାବାଜି.. ପୋଡ଼ାଜଳା.., କେଉଁଠି ରାଜରାସ୍ତାରେ ଜଳିଲା ନିଆଁ.. ତ କେଉଁଠି ଶୂନଶାନ୍ ହାଟବଜାର

ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।

Advertisment

ବିକ୍ଷୋଭ.. ନାରାବାଜି.. ପୋଡ଼ାଜଳା..। କେଉଁଠି ରାଜରାସ୍ତାରେ ଜଳିଲା ନିଆଁ.. ତ କେଉଁଠି ଶୂନଶାନ୍ ହୋଇଗଲା ହାଟବଜାର । କେଉଁଠି ବାଉଁଶର ବାଡ଼ ପଡ଼ିଲା ତ ଆଉ କେଉଁଠି ରଶି ବାନ୍ଧି ରାସ୍ତାକୁ ଅବରୋଧ କରିଦେଲେ ଆନ୍ଦୋଳନକାରୀ । ସୁନ୍ଦରଗଡ଼ରୁ ବରଗଡ଼, ବଲାଙ୍ଗିରରୁ ବୌଦ୍ଧ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏଭଳି ବନ୍ଦ ପାଳନର ଦୃଶ୍ୟ । ଆନ୍ଦୋଳନରେ ସାମିଲ ହୋଇଥିଲା କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା । ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।

Advertisment
Kosal Sambalpuri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ