Advertisment

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନ

ଆଜି ଥିଲା ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନ। ରାତି ପାହିଲା ବେଳକୁ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। ସୁରକ୍ଷାକର୍ମୀଙ୍କ ତନ୍ନତନ୍ନ ଯାଞ୍ଚ୍ ଚାଲିଥିଲା। ଦିନ ପ୍ରାୟ ସାଢ଼େ ୧୦ଟା ବେଳକୁ ପହଞ୍ଚିଲା ରାଷ୍ଟ୍ରପତିଙ୍କ କାର୍କେଡ୍।

Ramnath Kovind President Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ