By: Pallipuspa Samal
Last updated: 04 August 2022, 09:02 AM IST
ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ଏଇ ପୋଲ୍ ଦେଇ ସ୍କୁଲ ଯାଉଛନ୍ତି ପିଲା...ପଂଚାୟତକୁ ଯାଉଛନ୍ତି ଲୋକ। ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।