""
ବିବିଧ Videos ଜନବସତି ମୁହାଁ ହାତୀକୁ ରୋକିବାରେ ସଞ୍ଜିବନୀ ପାଲଟିବ ବାଉଁଶ ବଲ ହାତୀକୁ ଜନବସତି ଆଡେ ଆସିବାପାଇଁ ରୋକିବାକୁ ନିଆରା ଏଇ ପ୍ରୟାସ। ଗଭୀର ଜଙ୍ଗଲକୁ ଫିଙ୍ଗାଯାଉଛି ବାଉଁଶ ବଲ। ଆପଣ ଭାବୁଥିବେ ମାଟିରେ ତିଆରି ଏଇ ଛୋଟ ବଲ କ’ଣ ବିଶାଳ ହାତୀଙ୍କୁ ରୋକିପାରିବ? ଏହି ଭିଡିଓକୁ ପୁରା ଦେଖନ୍ତୁ ଜାଣିପାରିବେ । 12 Jun 2024 13:36 ISTPallipuspa Samal Follow UsElephantAdvertisment Read More Elephant