""
ବିବିଧ Videos ହୋସ୍ ଉଡାଇବ ଗୁପଚୁପ୍ ଦାମ୍ ଗୁପଚୁପ୍ ବା ପାନିପୁରି... ସମସ୍ତଙ୍କ ପସନ୍ଦ ଏ ଚଟପଟା ଖାଦ୍ୟ । ନାଁ ଧରିଲେ ପ୍ରାୟ ସଭିଙ୍କ ପାଟିରୁ ଲାଳ ଚାଲିଆସେ । ଆଉ ଖଟାପାଣି କଥା, କହିଲେ ତ ସରିଲା । ମାତ୍ର କିଛିଟା ଗୁପ୍ଚୁପ୍ ଖାଇବା ପରେ ଅନେକ ଲୋକ ୨ରୁ ୩ ଠୋଲା ଖଟାପାଣି ପିଇଦିଅନ୍ତି । ଗୁପଚୁପର ଚଟପଟା ସ୍ୱାଦ ପ୍ରାୟ ପିଲାଠୁ ବୁଢ଼ା ସମସ୍ତଙ୍କୁ ପସନ୍ଦ. 05 May 2024 12:42 ISTPallipuspa Samal Follow UsgupchupAdvertisment Read More Special Story