Roti machine
Advertisment
#ମିନିଟରେ_ପ୍ରସ୍ତୁତ_ହେଉଛି_ଶହ_ଶହ_ରୁଟି
ଗୋଟିଏ ମିନିଟରେ ପ୍ରସ୍ତୁତ ହେଉଛି ଶହଶହ ରୁଟି । ଅତି ସହଜରେ ଅଟା ମଧ୍ୟ ହୋଇଯାଉଛି ଗୋଳାଇ । ଅଟା ଗୁଳା କରି ପକାଇ ଦେଲେ ବାହାରୁଛି ସୁନ୍ଦର ସୁନ୍ଦର ରୁଟି...। ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ବଡମ୍ବା ବ୍ଲକ୍ ବିଶ୍ଵମ୍ଭରପୁର ଗାଁର.... ଗାଁ ରେ ବସିଛି ରୁଟି ଫ୍ୟାକ୍ଟ୍ରି....
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us