""
ବିବିଧ Videos ପିଇବା ପାଣି ପାଇଁ ଡହଳ ବିକଳ ୫ ଶହ ପରିବାର ରାଜ୍ୟ ସରକାର ସୁଜଳ ଓ ବସୁଧା ଭଳ ଯୋଜନା ଚଳାଇଥିବା ବେଳେ କେନ୍ଦ୍ର ସରକାର ଚଳାଇଛନ୍ତି ହର ଘର ନଲ୍ ଯୋଜନା । ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାକୁ ପ୍ରତିଶୃତି ବି ଦେଇଛନ୍ତି। ହେଲେ କ଼ଟକ ଜିଲ୍ଲା ଉତାରଣ ପଂଚାୟତର ଅଲିଙ୍ଗି ଗ୍ରାମରେ ସରକାରଙ୍କ ପ୍ରତିଶୃତି ଏଠାରେ ଧୂଆଁ ବାଣ ସଦୃଶ୍ୟ ହୋଇଛି । 10 Apr 2024 09:10 ISTPallipuspa Samal Follow Usdrinking water crisisAdvertisment Read More Drinking Water Crisis