Jadumani Jayanti
Advertisment
#ମନେ_ପଡନ୍ତି_ଉତ୍କଳ_ଘଣ୍ଟ
ଈଶ୍ବରଙ୍କ କୃପାରୁ ନିଜକୁ ନିଜେ ଉପାଧିଭୂକ୍ତ କରିଥିବା କବି ସିଏ। ଘଣ୍ଟ ଭଳି ସମାଜର ଦୁସ୍ଥିତିକୁ ରାଜାଙ୍କ କର୍ଣ୍ଣଗୋଚର କରୁଥିବା ବ୍ୟକ୍ତିସିଏ। ଅନେକ କାଳଜୟୀ ଲେଖା ତାଙ୍କ ଶୃଜନଶୀଳତାକୁ ରୁଦ୍ଧିମନ୍ତ କରିଛି। ତାଙ୍କ ଲେଖନୀ ନିସୃତ ଅନେକ କୃତି ସମାଜକୁ ସଂସ୍କାରମୁଖି କରିଛି। ଏହା ହେଉଛି ରୀତିଯୁଗର ଶେଷ ତଥା ଆଶୁ କବି ଯଦୁମଣି ମହାପାତ୍ରଙ୍କ ପରିଚୟ l
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us